Jump to content

ଶିଂଗ

ଉଇକିଅଭିଧାନ‌ରୁ

ଶିଂଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୃଙ୍କ)

[ସମ୍ପାଦନା]
୧. ଶୃଙ୍ଗ —୧. Horn.

[ଉ— ଜାଣି ଘୋଡ଼ାର ଶିଂଘ ନାହିଁ, ଶିଂଘ ଥିଲେ ଘୋଡ଼ା ରଖନ୍ତା ନାହିଁ ଢ଼ଗ]

୨. (ସଂସ୍କୃତ - ଶୃଙ୍ଗ) ଧାନ, ଗହମ ଓ ଯବ ଆଦିର ଅଗରେ ଥିବା ମୁନିଆଁ ଶୂକ —୨. Awn; hairlike terminal appendage; pike or beard attached to the end of a grain of wheat or barley.
୩. (ସଂସ୍କୃତ - ସିଂହ) ସିଂହ —୩. Lion.
୪. ସିଂହ ନାମକ ବଂଶୋପାଧିର ଡ଼ାକନାମ —୪. Name for calling the family title Siṁha.
୫. ସିଂହମାସ (ଦେଖ) - — ୫. Siṁha māsa (See)