ଶିଂଗଲ୍
ଦେଖଣା
ଶିଂଗଲ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ଶିଙ୍ଗି(ଙ୍ଗି)ଲ୍—ଅନ୍ୟରୂପ]
ବୈଦେଶିକ - ବିଣ (ଇଂରାଜୀ - ସିଙ୍ଗଲ୍)
[ସମ୍ପାଦନା]ଏକ ସିରିଆ; ସରୁ — Single.
[ଯଥା—ଶିଂଗଲ ପେଚ, ଶିଂଗଲ ଲାଇନ୍]
=== ବି—(ଇଂରାଜୀ - ସିଗ୍ନାଲ୍; ରେଳରେ ବ୍ୟବହୃତ ଭାଷା)
ଷ୍ଟେସନକୁ ଉଭୟ ପାର୍ଶ୍ୱରେ ଖଣ୍ଡଦୂରରେ ଥିବା ଖୁଣ୍ଟି ଉପରେ ଦିଆଯିବା ଜ୍ଞାପକ ଚିହ୍ନ) —Signal or semaphore hoisted on a pole near a Railway station before the arrival of a train.