ଶିଂଗା
ଦେଖଣା
ଶିଂଗା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ଶୃଙ୍ଗ)
[ସମ୍ପାଦନା]ମହିଷ ଶୃଙ୍ଗ ନିର୍ମିତ ବାଦ୍ୟ (ଏହାର ଅଗ୍ରଭାଗସ୍ଥ ଛିଦ୍ର ବାଟେ ଫୁଙ୍କିଲେ ଶଙ୍ଖ ପରି ଶବ୍ଦ ହୁଏ) —An instrument for blowing made of horn; horn.
[ଉ— ପୃଥୁଙ୍କ ସଂଗ୍ରାମ ଶ ଗା ଘୋଷି ବଜ୍ର ଘୋଷେ ରାଧାନାଥ ମହାଯାତ୍ରା]
ଶିଂଗା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି (ସଂସ୍କୃତ - ଶୃଙ୍ଗୀ)
[ସମ୍ପାଦନା]ଅଶକଳୀ ଶୃଙ୍ଗଯୁକ୍ତ କ୍ଷୁଦ୍ର ମତ୍ସ୍ୟ — A sort of small scaleless fish;Saccobranchus Fossilis.
[ଦ୍ରଷ୍ଟବ୍ୟ — ଏ ମାଛ ପଙ୍କ ପାଣିରେ ରହନ୍ତି; ବର୍ଣ୍ଣ ପାଣ୍ଡୁର ଏମାନଙ୍କ କାନ୍ଧ ଉପରେ ଗୋଟିଏ ଓ ଗାଲିସି ତଳେ ୨ଟି କଣ୍ଟା ଥାଏ ଏମାନଙ୍କ ଶିଂଘ ମନୁଷ୍ୟ ଦେହରେ ବିଦ୍ଧ ହେଲେ ଯନ୍ତ୍ରଣାପ୍ରଦ ହୁଏ]