ଶିଂଗାଣିଆ
ଦେଖଣା
ଶିଂଗାଣିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିଂଗାଣିଆ
|
(ଶିଂଗା (ଘା)ଣେଈ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯେଉଁ ବ୍ୟକ୍ତିର ବା ବାଳକର ନାକରୁ ବିଶେଷ ଭାବରେ ଶିଂଘାଣି ବହେ — (a boy or person) From whose nostrils much mucus comes out; (a person) with a running nose.