ଶିଂଗାଫୁଙ୍କିବା
ଦେଖଣା
ଶିଂଗାଫୁଙ୍କିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିଂଗାଫୁଙ୍କିବା
|
(ଶିଂଗା ବଜା(ଜେ)ଇବା—ଅନ୍ୟରୂପ)
ଦେଶଜ - କ୍ରି (ମୃତ୍ୟୁକାଳ ପୂର୍ବେ ହରିଧ୍ୱନି ସହିତ ଶିଂଗା ବଜା ହେଉଥିବାରୁ)
[ସମ୍ପାଦନା]- ୧. ମୃତ ହେବା; ମରିବା —୧. To die.
- ୨. କୌଣସି କାର୍ଯ୍ୟର ଫଳ ଅନ୍ୟ ଲୋକ ଭୋଗ କରିବା ଅବସ୍ଥାରେ ଫଳ ପାଇବା ଆଶାରେ ଆଶାନ୍ୱିତ (ବ୍ୟକ୍ତି) ନିଷ୍ଫଳ ହେବା — ୨. Not to attain one's hoped for gain; not to get what one wanted.
- ୩. ଶିଂଗାକୁ ମୁଖାଦ୍ୱାରା ବଜାଇବା —୩. TO blow the horn.