ଶିଂଘା
ମହିଷ ଶୃଙ୍ଗ ନିର୍ମିତ ବାଦ୍ୟ (ଏହାର ଅଗ୍ରଭାଗସ୍ଥ ଛିଦ୍ର ବାଟେ ଫୁଙ୍କିଲେ ଶଙ୍ଖ ପରି ଶବ୍ଦ ହୁଏ) —An instrument for blowing made of horn; horn.
[ଉ— ପୃଥୁଙ୍କ ସଂଗ୍ରାମ ଶ ଗା ଘୋଷି ବଜ୍ର ଘୋଷେ ରାଧାନାଥ ମହାଯାତ୍ରା]