Jump to content

ଶିଂଘାର

ଉଇକିଅଭିଧାନ‌ରୁ

ଶିଂଘାର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି (ସଂସ୍କୃତ - ଶୃଙ୍ଗାର)

[ସମ୍ପାଦନା]
୧. ରାଜା ଓ ଦେବତାଙ୍କର ବେଶ ବା ସଜ୍ଜାବିନ୍ୟାସ —୧. Toilette of a king or Deity.
୨. ଭୂଷଣ; ଅଳଂଙ୍କାର; ବେଶ; ସଜ୍ଜା —୨. Toilette.
୩. ପରିପାଟୀ; ବେଶଜନିତ ସୌନ୍ଦର୍ଯ୍ୟ —୩. Beauty or grace due to toilette.

ବିଶେଷଣ -

[ସମ୍ପାଦନା]
୧. ଶ୍ରେଷ୍ଠ —୧. Excellent.
୨. ସୁନ୍ଦର; ପରିପାଟୀଯୁକ୍ତ —୨. Beautiful; decent.