Jump to content

ଶିଂଘାରି

ଉଇକିଅଭିଧାନ‌ରୁ

ଶିଂଘାରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଂ ଓ ସ୍ତ୍ରୀ (ସଂସ୍କୃତ - ଶୃଙ୍ଗାର=କେଶ; ଶୃଙ୍ଗାର— କାରୀ)

[ସମ୍ପାଦନା]
୧. ରାଜାଙ୍କର ବା ରାଣୀଙ୍କର ବେଶକାରୀ ଭୃତ୍ୟ ବା ଭୃତ୍ୟା —୧. A servant who attends to the toilette of a king or queen.
୨. (ପୁଂ) ଦେବତାଙ୍କ ବେଶକାରୀ ସେବକ — ୨. A servant who dresses up idols.
୩. (ସ୍ତ୍ରୀ) ନର୍ତ୍ତକୀ —୩. A dancing girl.
୪. ବେଶ୍ୟା —୪. Prostitute.