Jump to content

ଶିଂଘାରିବା

ଉଇକିଅଭିଧାନ‌ରୁ

ଶିଂଘାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି (ସଂସ୍କୃତ - ସିଂହ=ସିଂହ ପରି ଦୂର୍ବୃତ୍ତ କରିବା ଅର୍ଥର)

[ସମ୍ପାଦନା]
୧. ମନ୍ତ୍ର ଯନ୍ତ୍ରାଦି ପ୍ରୟୋଗପୂର୍ବକ ଦୁଗ୍ଧବତୀ ଗାଭୀକୁ ଦୁଷ୍ଟା କରାଇବା — ୧. To cause a quiet milch-cow to become vicious by employing charms.

[ଦ୍ରଷ୍ଟବ୍ୟ —ଗାଈକୁ ଶିଂଘାରିଲେ ସେ ଗାଈ ଦୁଧ ଦୁହାଇଁ ଦିଏ ନାହିଁ ଓ ଦୁଧ ଦୁହିଁଲା ବେଳେ ନାତ ମାରେ ଓ ଅଥୟ ହୁଏ ଓ ଡ଼ିଏଁ

୨. ମନ୍ତ୍ରମୁଗ୍ଧ ଜୀବକୁ ମନ୍ତ୍ର ପ୍ରଭାବରୁ ମୁକ୍ତ କରି ନିଜର ପରାକ୍ରମ ଦେଖାଇବାକୁ ଉତ୍ତେଜିତ କରିବା — ୨. To excite an animal to fury after freeing it from an enchantment.