ଶିଂଘିଟାଳି
ଧଳା ଶିଂଗି ମାଛ —A kind of spiked small white fish.
[ଦ୍ରଷ୍ଟବ୍ୟ —ଶିଂଗିମାଛ ପଙ୍କରେ ରହନ୍ତି, ଶିଂଗିଟାଳି ନଈ ଆଦିରେ ରହନ୍ତି]