ଶିଂଘିମାଇଲା ପରି ମୂହଁ କରିବା
ଦେଖଣା
ଶିଂଘିମାଇଲା ପରି ମୂହଁ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିଂଘିମାଇଲା ପରି ମୂହଁ କରିବା
|
ଦେଶଜ - କ୍ରି
[ସମ୍ପାଦନା]- ୧. ଯନ୍ତ୍ରଣା ଯୋଗୁଁ ମୁଖକୁ ବିକୃତ କରିବା —୧. To frown in agony (as if stung by a Singhi fish).
- ୨. ମୁଖରେ ବିରକ୍ତିଭାବ ପ୍ରକାଶ କରିବା, ଭ୍ରୂକଟି କରିବା; ରଗରଗ ହେବା —୨. To frown; to scowl.