Jump to content

ଶିଂରାଲ୍ ଲାଇନ୍

ଉଇକିଅଭିଧାନ‌ରୁ

ଶିଂରାଲ୍ ଲାଇନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବିପରୀତ—ଡ଼ବଲ୍ ଲାଇନ]

=== ବୈଦେଶିକ - ବି— (ରେଳବେ ପ୍ରଚଳିତ ଶବ୍ଦ)

ଦୁଇ ବିପରୀତ ଦିଗରୁ ରେଳ ଗାଡ଼ି ଯିବା ଆସିବା ପାଇଁ ପଡ଼ିଥିବା ଏକ ଯୋଡ଼ା ମାତ୍ର ଲୌହ ପଥ —Ṡiṅgle line of a rail. way (as opposed to double line.)

[ଦ୍ରଷ୍ଟବ୍ୟ —ଡ଼ବଲ୍ ଲାଇନରେ ବିପରୀତ ଦିଗରୁ ଏକସମୟରେ ଆସୁଥିବା ଦୁଇଟି ରେଳଗାଡ଼ିର ସଂଘର୍ଷ ହେବାର ଆଶଙ୍କା ନ ଥାଏ କାରଣ, ଗୋଟିଏ ଲାଇନ୍ରେ ଏକ ଦିଗରୁ ଗାଡ଼ିମାନ ଯାଏ ଏବଂ ଅନ୍ୟ ଲାଇନ୍ରେ ଅପର ଦିଗରୁ ଗାଡ଼ିମାନ ଆସେ]