ଶିଂଶା
ଦେଖଣା
ଶିଂଶା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଶିଶା)
[ସମ୍ପାଦନା]କାଚ ଫଳ —A pane of glass.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ସସୀକ)— ସୀସକ ଧାତୁ —୧. Lead.
- ୨. (ସଂସ୍କୃତ - ଶସ୍ୟ)—ଧାନ ଆଦି ଅମଳ କରିବା ପରେ ଅଳିଆ ଧାନକୁ ପବନରେ ଉଡ଼ାଇବାଦ୍ୱାରା ଅଗାଡ଼ି ଓ ଫମ୍ପା ଧାନ ଆଦି ଭଲ ଧାନରୁ ପୃଥକ୍ ହୋଇ ଉଡ଼ିଗଲେ ଯେଉଁ ନିର୍ମଳ ଧାନସ୍ତୂପ ଲମ୍ୱ ହୋଇ ଭୂମିରେ ପଡ଼ିରହିଥାଏ ୨. The solid grains of paddy left on the ground after the chaffs are blown away and separated from the sound grains when they are strewn on the ground in the face of wind.
- ୩. (ସଂସ୍କୃତ - ଶୀର୍ଷ) ଧାନ ଗଛରୁ ବାହାରି ପଡ଼ିବା କେଣ୍ଡା; ଧାନ ଆଦିର ମଞ୍ଜରୀ ୩. The ear of corn coming out of the stalk of paddy plant.
[ଉ—ହାତେ ଲମ୍ୱରେ କାଢ଼ିବା ଶିଶା, ଦେଖି ମରୁଥିବେ ସାଇ ପଡ଼ିଶା କୃଷି ବଚନ]
- ୪. ((ସଂସ୍କୃତ - ଶିଖା)ଦୀପଶିଖା ୪. The flame of a burning lamp.
- ୫. (ସଂସ୍କୃତ - ଶୀର୍ଷ)— ଫୁଲର କେଣ୍ଡା ୫. A flower spike.
ପ୍ରାଦେଶିକ -(ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ପେନ୍ସିଲ Lead pencil.