ଶିଂଶା ଢାଳିବା
ଦେଖଣା
ଶିଂଶା ଢାଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିଂଶା ଢାଳିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ସୀସକ ଧାତୁକୁ ତରଳାଇ ତାହାକୁ ଢାଳି କୌଣସି ଛିଦ୍ରକୁ ପୂର୍ଣ୍ଣ କରିବା — To fill up a hole with molten lead.
[ଦ୍ରଷ୍ଟବ୍ୟ —ପୂର୍ବେ ରାଜଦ୍ୱାରରେ ଦଣ୍ଡିତ ବ୍ୟକ୍ତିର କାଳରେ ଶିଶା ଢାଳି ତାକୁ ମାରି ପକାଉ ଥିଲେ]