Jump to content

ଶିଂଶି

ଉଇକିଅଭିଧାନ‌ରୁ

ଶିଂଶି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]
୧. (ଫାରାସୀ - ଶିଶୀ)—କାଚର କ୍ଷୁଦ୍ର ବୋତଲ —Glass phial.

[ଦ୍ରଷ୍ଟବ୍ୟ —ଶିଶିରେ ରଖାଯିବା ପଦାର୍ଥର ନାମ ଶିଶି ପୂର୍ବରେ ଯୁକ୍ତ ହେଲେ ତତ୍ ପଦାର୍ଥ ବିଶିଷ୍ଟ ଶିଶିବୋଲି ଜଣାଯାଏ ଯଥା— ଅତର ଶିଶି, ଲାଭେଣ୍ଡର ଶିଶି, ତେଲ ଶିଶି, ଓଷଧ ଶିଶି ଶିଶିରେ ରହିବା ପଦାର୍ଥର ପରିମାଣ ଅନୁସାରେ ଶିଶିର ନାମ ମଧ୍ୟ ଦିଆଯାଏ ଯଥା—ଅଧଆଉନ୍ସଆ ଶିଶି, ଦୁଇଆଉନ୍ସିଆ ଶିଶି, ଡ୍ରାମ ଶିଶି ଇତ୍ୟାଦି]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶିଶୁ)

[ସମ୍ପାଦନା]

ଶିଶୁ —Child; infant.

୨. ପୁତ୍ର —୨. Son.
୩. ଶିଷ୍ୟ —୩. Disciple.