Jump to content

ଶିଅଳ

ଉଇକିଅଭିଧାନ‌ରୁ

ଶିଅଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶୃଙ୍ଖଳ; ଏମାନେ ଅଣ୍ଟାକୁ ଓ ଗୋଡ଼କୁ ଖଜୁରି ଗଛ ସଙ୍ଗେ ଶୃଙ୍ଖଳବଦ୍ଧ କରି ଗଛରେ ଚଢ଼ନ୍ତି)

[ସମ୍ପାଦନା]
୧. ନୀଚ ହିନ୍ଦୁ ଜାତି ବିଶେଷ, ଯେଉଁମାନେ ତାଳ ଓ ଖଜୁରି ଗଛ କାଟି ତାଡ଼ି ବାହାର କରନ୍ତି (ଏମାନେ ମଧ୍ୟ ତାଡ଼ି ବିକନ୍ତି) —୧. A low Hindu caste
Which extracts toddy from palmyra and date palm trees.
୨. ତାଡ଼ି ବିକ୍ରୟୀ —୨. A tod dy dealer.
୩. (ସଂସ୍କୃତ - ଶଲ୍ୟ) ହଳର ଯୁଆଳିର ଅଗରେ ଥିବା କୀଳକ; ଯୁଗକୀଳକ, ଯହିଁରେ ଯୁଗବାହୀ ପଶୁଙ୍କ ପଘାକୁ ଅଟକାଯାଏ —୩. Pins attached to the ends of the yoke of the plough to which the neck-rope of the bullocks are attached.

ଅନୁବାଦ

[ସମ୍ପାଦନା]

[ଦ୍ରଷ୍ଟବ୍ୟ —ଶଗଡ଼ର ଯୁଆଳିର ଅଗରେ ଉପର ଆଡ଼ୁ ମରା ହୋଇଥିବା ହୁଗୁଳା କୀଳାକୁ ବାକୁଲି ଓ ହଳର ଯୁଆଳିର ଅଗକୁ କିଛିଦୂର ଛାଡ଼ି ତଳ ଆଡ଼ୁ ମରା ହୋଇଥିବା ଦୃଢ଼ କୀଳାକୁ ଶିଅଳ କହନ୍ତି]