Jump to content

ଶିଆର

ଉଇକିଅଭିଧାନ‌ରୁ

ଶିଆର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - [ସଂସ୍କୃତ - ଶୀତା]

[ସମ୍ପାଦନା]
୧. ହଳଦ୍ୱାରା କ୍ଷେତରେ ଖୋଳି— ହେବା ଗୋହକି; ଲଙ୍ଗଳ କର୍ଷିତ ରେଖା; ଲାଙ୍ଗଳପଦ୍ଧତି — ୧. Furrow.
୨. ଶିଆର ପରରି ଚିହ୍ନ ବା ଲମ୍ୱାଗାତ —୨. Furrow like grooves.
୩. କେଶକୁ ଫାଳ କରିବା ଯୋଗୁଁ ମୁଣ୍ଡରେ ରହିବା ଚିହ୍ନ; ମାଙ୍ଗ; ଟେରୀ —୩. Parting line of plaited hair.