Jump to content

ଶିଆରି

ଉଇକିଅଭିଧାନ‌ରୁ

ଶିଆରି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶାଳ ଗଛରେ ମାଡ଼ିଥିବା ଏକ ପ୍ରକାର ମୋଟ ଲତା —A wild creeper having watery juice sufficient to quench thirst.

[ଦ୍ରଷ୍ଟବ୍ୟ —ଏହାକୁ କାଟି ଦେଲେ ଏହା ମଧ୍ୟରୁ ଈଷତ୍ କଷାୟ ରସଯୁକକ୍ତ ତୃଷାହାରକ ଜଳୀୟ ରସ ବାହାରେ ନିର୍ଜ୍ଜନ ଅରଣ୍ୟରେ ତୃଷାର୍ତ୍ତ ପଥିକ ଏ ଜଳଦ୍ୱାରା ତୃଷା ନିବାରଣରେ ଏ ଲତାରେ ପିଲାମାନେ ଦୋଳି ଖେଳନ୍ତି ଏ ଲତାର ବ୍ୟାସ ୧ ଫୁଟ ପର୍ଯ୍ୟନ୍ତ ମୋଟା ହେବା ଦେଖାଯାଏ ଏଥିର ପତ୍ର ସାଗୁଆନ ପତ୍ର ଭଳି ବଡ଼ ଓ ପତ୍ରର ଉପର ପଦ୍ମ— ପତ୍ର ପରି ମସୃଣ ଏହାର ପତ୍ରରେ ଦନା ବା ଚଉପଦି ସିଲେଇ କରି ପାତ୍ର ପରି ବ୍ୟବହାର କରାଯାଏ]

[ଉ— କୋଳି ଖାଉ ଥାଉ ଶିଆରି ଲଟାରେ କୃଷ୍ଣ ଖେଳୁଥିବେ ଦୋଳି, ଶିଆରି ବଣରେ ବାଇଆ ବସା ଗୋ! ହୋଓରେ ବାଇଆ ହୋଓ! ଶିଶୁଗୀତ ନନ୍ଦକିଶୋର—ହୋଓରେ ବାଇଆ ହୋ