Jump to content

ଶିଆଳି କଣ୍ଟା

ଉଇକିଅଭିଧାନ‌ରୁ

ଶିଆଳି କଣ୍ଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୃଗାଳକଣ୍ଟକ; ବନ୍ୟ (କ୍ଷୁପ— ବିଶେଷ)

[ସମ୍ପାଦନା]
୧. କଣ୍ଟାକୁସୁମ (ଦେଖ) - — ୧. Kaṇṭākusuma,(See) Mimosa Rubricanis.
୨. ଅଗରା ଗୁଳ୍ମ —୨. Mexican poppy; Argemone Mexicana; Gamboje; thistle.

[ଦ୍ରଷ୍ଟବ୍ୟ — ଏହା ବନ୍ୟ ବର୍ଷାୟୁଃ କଣ୍ଟକୀ ଶାକ ବିଶେଷ; ପତ୍ର ଓ ଫଳ କଣ୍ଟକମୟ; ପତ୍ର ଶ୍ୱେତ ଏହାର କ୍ଷୀର ପୀତବର୍ଣ୍ଣ; ଫୁଲ ପୀତବର୍ଣ୍ଣ, ଷଟ୍ଦଳ ଏହାର ମଞ୍ଜିରୁ ତେଲ ବାହାରେ ଏହି ତୈଳ ଚର୍ମରୋଗରେ ଉପକାରକ ଏହାର ନିର୍ଯ୍ୟାସ କାଛୁ, କୁଣ୍ଡିଆ, ବିରଞ୍ଚି ଆଦି ଚର୍ମରୋଗରେ ଦେହରେ ବୋଳନ୍ତି]

୩. କାନକୋଳି (ଦେଖ) - — ୩. Kanakoḻi (See)