Jump to content

ଶିକଡ଼

ଉଇକିଅଭିଧାନ‌ରୁ

ଶିକଡ଼

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ମେଦିନୀପୁର; ସଂସ୍କୃତ - ଶଫା) ବିଶେଷ୍ୟ -

[ସମ୍ପାଦନା]

ଶିଅ ; ଗଛର ଚେର — Root of a tree.

[ଦ୍ରଷ୍ଟବ୍ୟ —ଶିକଡ଼ ଶବ୍ଦ ବଙ୍ଗଳା ଭାଷାରେ ବ୍ୟବହୃତ ହୁଏ ଓଡ଼ଆରେ ନାହାକା ଚେରକୁ ଶିଅ ଓ ଅନ୍ୟାନ୍ୟ ଚେରକୁ ଚେର ବୋଲି କେହି କେହି ବ୍ୟବହାର କରନ୍ତି ଭଗବତରେ ମଧ୍ୟ ଅଛି—ପଞ୍ଚ ଶିକଡ଼ ତଳେ ଗଣ୍ଡି ଆତ୍ମା ଏହାର ଷଡ଼ ଗୋଟି]