Jump to content

ଶିକଳା

ଉଇକିଅଭିଧାନ‌ରୁ

ଶିକଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶୃଙ୍ଖଳ)

[ସମ୍ପାଦନା]

ଶିକୁଳା; ଶିକୁଳି —Chain.

[ଉ—ଦନ୍ତ କଟକ ତୁଙ୍ଗ ପୃଥୁଳ କାୟ ଶିକଳା ଧାତୁ ଧାରେ ଶୋହି ଭଞ୍ଜ— କୋଟିବ୍ରହ୍ମାଣ୍ଡସୁନ୍ଦରୀ]