ଶିକାର ବନ୍ଦ
ଦେଖଣା
ଶିକାର ବନ୍ଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିକାର ବନ୍ଦ
|
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା](ଫା) କୌଣସି ଦ୍ରବ୍ୟକୁ ବା ମୃଗୟା ଲବ୍ଧ ଜୀବକୁ ବାନ୍ଧି ଆଣିବା ପାଇଁ ଘୋଡ଼ାର ଜୀନ ପଛ— ଆଡ଼େ ଯେଉଁ କଡ଼ା ବା ଫର୍ମା ବନ୍ଧା ହୋଇ ଥାଏ —A contrivance or frame attached to the back of the saddle for carrying anything or a prey tied to it.