ଶିକା ଛିଣ୍ଡିବା
ଦେଖଣା
ଶିକା ଛିଣ୍ଡିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିକା ଛିଣ୍ଡିବା
|
ଦେଶଜ - ବି
[ସମ୍ପାଦନା]ଟଙ୍ଗା ହୋଇଥିବା ଶିକାର ଦଉଡ଼ା ଛିଣ୍ଡି ଯିବାରୁ ଶିକା ତଳେ ଖସି ପଡ଼ିବା —The falling down of a Ṡikā.
[ଉ—ବିରାଡ଼ି କପାଳକୁ ଶିକା ଛିଣ୍ଡିଲା—ଢ଼ଗ]
ଶିକା ଛିଣ୍ଡିବା
|
ଟଙ୍ଗା ହୋଇଥିବା ଶିକାର ଦଉଡ଼ା ଛିଣ୍ଡି ଯିବାରୁ ଶିକା ତଳେ ଖସି ପଡ଼ିବା —The falling down of a Ṡikā.
[ଉ—ବିରାଡ଼ି କପାଳକୁ ଶିକା ଛିଣ୍ଡିଲା—ଢ଼ଗ]