ଶିକ୍ଲା
ଦେଖଣା
ଶିକ୍ଲା
ଉଚ୍ଚାରଣ
[ସମ୍ପାଦନା][ଶିକ୍ଳା (କ୍ଳି)—ଅନ୍ୟରୂପ]
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଶୃଙ୍ଖଳ)
[ସମ୍ପାଦନା]- ୧. ଶୃଙ୍ଖଳ; ଶିକୁଳା; ଶିକୁଳି —୧. Chain.
- ୨. କାନରେ ପିନ୍ଧାଯିବା ଗୋଖର ଓ ନୋଳି ଆଦିକୁ କାନରେ ଝୁଲାଇ ରଖିବା ପାଇଁ ବ୍ୟବହୃତ ସୁନାର ବା ରୂପାର ସରୁ ଝଞ୍ଜିର —୨. Slender chain of gold or silver attached to heavy earrings to keep the latter suspended.