Jump to content

ଶିକ୍ଷାର୍ହ

ଉଇକିଅଭିଧାନ‌ରୁ

ଶିକ୍ଷାର୍ହ

ଉଚ୍ଚାରଣ

[ସମ୍ପାଦନା]
(ଶିକ୍ଷାର୍ହା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ (ଶିକ୍ଷା+ଅର୍ହ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଯେ ଶିକ୍ଷା ପାଇବାର ଉପଯୁକ୍ତ —Deserving to be educated.