Jump to content

ଶିକ୍ଷା କର

ଉଇକିଅଭିଧାନ‌ରୁ

ଶିକ୍ଷା କର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଶିକ୍ଷା ଟିକସ—ଦେଶଜ - ରୂପ)

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)

[ସମ୍ପାଦନା]

ଦେଶରେ ବାଳକ— ବାଳିକାମାନଙ୍କୁ ଶିକ୍ଷା ଦେବାର ବ୍ୟୟ ଚଳାଇବାପାଇଁ ପ୍ରଜାଙ୍କ ଠାରୁ ଆଦାୟ କରାଯିବା ଟାକ୍ସ —Education cess.

ସଂସ୍କୃତ - ବି (ଶିକ୍ଷା+କୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଶିକ୍ଷକ — ୧. Teacher (Wilson).
୨. ବ୍ୟାସଙ୍କର ଏକ ନାମ — ୨. A name of Byāsa (M.W.)