ଶିକ୍ଷା ନବିଶୀ
ଦେଖଣା
ଶିକ୍ଷା ନବିଶୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିକ୍ଷା ନବିଶୀ
|
ଦେଶଜ - ବି(ସଂସ୍କୃତ - ଶିକ୍ଷା ଓ ଫାରାସୀ - ନବିସ୍)
[ସମ୍ପାଦନା]ଯେଉଁ ବ୍ୟକ୍ତି କୌଣସି ବିଷୟ ଶିକ୍ଷା କରିବା ପାଇଁ ଅଭିଜ୍ଞ ବ୍ୟକ୍ତିଙ୍କ ନିକଟରେ କିଛିଦିନ କାର୍ଯ୍ୟ କରେ — Apprentice; a tyro; a novice.