Jump to content

ଶିକ୍ଷିତ

ଉଇକିଅଭିଧାନ‌ରୁ

ଶିକ୍ଷିତ

ଉଚ୍ଚାରଣ

[ସମ୍ପାଦନା]
(ଶିକ୍ଷିତା—ସ୍ତ୍ରୀ) 

(ଅଶିକ୍ଷିତି—ବିପରୀତ)

  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶିକ୍ଷା+ଇତ)

[ସମ୍ପାଦନା]
୧. ଶିକ୍ଷାପ୍ରାପ୍ତ —୧. Educated.
୨. କୌଣସି ବିଷୟରେ ତାଲିମ ହୋଇଥିବା — ୨. Trained.
୩. ବିଦ୍ୱାନ୍; କୃତବିଦ୍ୟ — ୩. Learned.
୪. ଦକ୍ଷ; ନିପୁଣ; ଚତୁର — ୪. Expert; skilful; clever (M.W.)
୫. ଉପ— ଦିଷ୍ଟ —୫. Instruted; tutored.
୬. ବଶ୍ୟ; ବିନତ —୬. Gentle; mild; doclie.
୭. ଅଭ୍ୟସ୍ତ — ୭. Practised (M.W.)
୮. ଶିଖା ଯାଇଥିବା; ଅଧୀତ —୮. Learnt; studied.