ଶିକ୍ଷିତୁକାମ
[ଶିକ୍ଷିତୁକାମା—ସ୍ତ୍ରୀ]
ଶିକ୍ଷା କରିବାକୁ ଇଚ୍ଛୁକ —Willing to learn (M.W.)
କୌଣସି ବିଦ୍ୟାକୁ ପ୍ରଥମେ ଶିଖୁଥିବା ବ୍ୟକ୍ତି — A biginner in his art (M.W.)