ଶିକ୍ଷିତ ସମାଜ
(ଶିକ୍ଷିତ ସମ୍ପ୍ରଦାୟ—ଅନ୍ୟରୂପ)
କୃତବିଦ୍ୟବ୍ୟକ୍ତିସମୂହ; ପଣ୍ଡିତସମୂହ —Educated society, the educated people.