Jump to content

ଶିକ୍ଷି (ଧାତୁ)

ଉଇକିଅଭିଧାନ‌ରୁ

ଶିକ୍ଷି (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - (ଶିକ୍ଷ୍ ଧାତୁର ଣିଜନ୍ତ ରୂପ)

[ସମ୍ପାଦନା]
୧. ଶିକ୍ଷା ଦେବା; ଶିଖାଇବା —୧. To teach; to cause to learn.
୨. ତାଲିମ କରିବା —୨. To train
୩. ଅଧ୍ୟାପନା କରିବା —୩. To impart knowledge.
୪. ଉପଦେଶ ଦେବା —୪. To advise; to instruct.