Jump to content

ଶିକ୍ୟ

ଉଇକିଅଭିଧାନ‌ରୁ

ଶିକ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶକ୍ ଧାତୁ=ପାରଗ ହେବା+କର୍ତ୍ତୃ. ଯ+ ଅ; ନିପାତନ; ଯାହା ଭାର ଧାରଣ କରିବାକୁ ପାରଗ ହୁଏ)

[ସମ୍ପାଦନା]

ଶିକା; ଦ୍ରବ୍ୟ ଝୁଲାଇବା ବ୍ୟବହୃତ ଦଉଡ଼ିର ପିଞ୍ଜରା —a network or cage of strings in which things are kept suspended.