ଶିକ୍ କବାବ
(ଶିକ୍ ପୋଡ଼ା—ଅନ୍ୟରୂପ)
ଶିକ୍ଦ୍ୱାରା ସିଦ୍ଧ କବାବ୍; ଲୁହାକାଠିରେ ଫୋଡ଼ା ହୋଇ ନିଆଁ ଉପରେ ଧରା ଯାଇ ସିଦ୍ଧ କରାଯାଇଥିବା ମାଂସ ବା ମତ୍ସ୍ୟ — Roasted meat; fish or meat fried over fire by being pierced with an iron rod.