Jump to content

ଶିଖଣ୍ଡିନୀ

ଉଇକିଅଭିଧାନ‌ରୁ

ଶିଖଣ୍ଡିନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଶିଖାଧାରିଣୀ —Having a pigtail on the head.

ବିଶେଷ୍ୟ -

[ସମ୍ପାଦନା]
୧. ଦ୍ରୂପଦ ରାଜାଙ୍କର ପୁରୁଷ ବେଶଧାରୀ କନ୍ୟା ଶିଖଣ୍ଡୀ —୧. The daughter of
king Drupada attired like a male.
୨. ମୟୂରୀ —୨. Pea-hen.
୩. କୁକ୍କଟୀ —୩. Hen.
୪. ମଲ୍ଲିକା ବିଶେଷ —୪. A species of Jasmine.
୫. ୟୂଥିକା (ହିନ୍ଦୀ - ଶ.) —୫. Jasminum Auricluatum.
୬. ଗୁଞ୍ଜା (ହିନ୍ଦୀ - ଶ.) —୬. Aabrus Practorius.
୭. କାଶ୍ୟପ ପୁତ୍ରୀ ଦୁଇ ଜଣ ଅପ୍ସରା (ଯେ ଋଗ୍ୱେଦର ଏକ ମନ୍ତ୍ରର ଦ୍ରଷ୍ଟ୍ରୀ ଥିଲେ (ହିନ୍ଦୀ - ଶ.) — ୭. Names of two daughters of sage Kāsyapa.