ଶିଖର ଦଶନା
ଦେଖଣା
ଶିଖର ଦଶନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଶିଖର ପରି ଦଶନ ଯାହାର)
[ସମ୍ପାଦନା]- ୧. ପକ୍ୱ ଦାଡ଼ିମ୍ୱ ବୀଜବତ୍ ବା କୁନ୍ଦ କଳିକାବତ୍ ଦନ୍ତ ବିଶିଷ୍ଟା (ସ୍ତ୍ରୀ) —(A woman) Having the teeth as beautiful as garnets.
- ୨. (ସୂକ୍ଷ୍ମାଗ୍ର— ଭାଗ ବିଶିଷ୍ଟ ଦନ୍ତଯୁକ୍ତା (ସ୍ତ୍ରୀ) —୨. (A woman)
Having pointed teeth. (ଶିଖରଦଶନ—ପୁଂ)
[ଦ୍ରଷ୍ଟବ୍ୟ —ସାମୁଦ୍ରିକ ମତରେ ଯେଉଁ ସ୍ତ୍ରୀର ସୂକ୍ଷ୍ମାଗ୍ର ବିଶିଷ୍ଟ ସେ ସ୍ୱାମି— ସୌଭାଗ୍ୟବତୀ ହୁଏ—ପ୍ରକୃତିବାଦ]