Jump to content

ଶିଖାଣ

ଉଇକିଅଭିଧାନ‌ରୁ

ଶିଖାଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି(ସଂସ୍କୃତ - ଶିକ୍ଷ୍ ଧାତୁ ଣିଜନ୍ତରୁପରୁ)

[ସମ୍ପାଦନା]
୧. ବତାଇବା — ୧. Tutoring.
୨. ଅଧ୍ୟାପନା — ୨. Teaching.
୩. ଉପଦେଶ —୩. Instruction.
୪. ଅନ୍ୟ ବ୍ୟକ୍ତିର ପ୍ରରୋଚନା —୪. Instigation of another person.
୫. ବିଦ୍ୟା ଶିକ୍ଷା —୫. Education.