Jump to content

ଶିଖାଣିଆ

ଉଇକିଅଭିଧାନ‌ରୁ

ଶିଖାଣିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଣ

[ସମ୍ପାଦନା]
୧. ଯେ ଅନ୍ୟ ବ୍ୟକ୍ତିକୁ ମନ୍ଦ ପରାମର୍ଶ ଦିଏ — ୧. Instigating giving evil advice.
୨. ଅନ୍ୟର ଉପଦେଶରୁ ପ୍ରସୂତ —୨. Due to another's advice; learnt from another.

(ଯଥା— ଶିଖାଣିଆ ବୁଦ୍ଧି)

ଅନୁବାଦ

[ସମ୍ପାଦନା]

ଦେଶଜ - ବି

[ସମ୍ପାଦନା]

ମନ୍ଦ ଉପଦେଶଦାତା — Evil adviser.