Jump to content

ଶିଖାଧାର

ଉଇକିଅଭିଧାନ‌ରୁ

ଶିଖାଧାର

ଉଚ୍ଚାରଣ

[ସମ୍ପାଦନା]

(ଶିଖଧାରକ—ଅନ୍ୟ ବିଶେଷ୍ୟ - ରୂପ)

(ଶିଖାଧାରା—ବିଣ ସ୍ତ୍ରୀ) 

ସଂସ୍କୃତ - ବି (ଶିଖା+ଧୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ମୟୂର (ହିନ୍ଦୀ - ଶ.) —Peacock.
୨. ମଞ୍ଜୁଘୋଷ (ପ୍ରକୃତିବାଦ) — ୨. Man̄jughosha.

ସଂସ୍କୃତ - ବିଶେଷଣ - ପୁଂ

[ସମ୍ପାଦନା]

ଯାହାର ଶିଖା ଅଛି — Having tuft; tufted.