ଶିଖାବୃଦ୍ଧି
ଦେଖଣା
ଶିଖାବୃଦ୍ଧି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି(ଶିଖା ପରି ବୃଦ୍ଧି ଯାହାର; ବହୁବ୍ରୀହି)
[ସମ୍ପାଦନା]- ୧. ପ୍ରତିଦିନ ବଢୁଥିବା ସ୍ୱଦ; ଚକ୍ରବୃଦ୍ଧି ସ୍ୱଦ (ହିନ୍ଦୀ - ଶ.) — ୧. Compound interest; interest which goes on accumulating every day.
- ୨. (ହିନ୍ଦୁ ସ୍ମୃତି) କାୟିକାବୃଦ୍ଧି; ମୂଳଧନ ନଷ୍ଟ ନ ହୋଇ ପ୍ରତିଦିନ ଯେଉଁ ସୁଧ ଲାଭ ହୁଏ (ବିଶ୍ୱକୋଷ) —(Hindu Law) Interset which a ccrues daily without affecting the capital.