ଶିଖା ଶିଖି
ଦେଖଣା
ଶିଖା ଶିଖି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିଖା ଶିଖି
|
ଦେଶଜ - ବି (ସଂସ୍କୃତ - ଶିକ୍ଷା)
[ସମ୍ପାଦନା]- ୧. ନାନା ବିଦ୍ୟା ଶିଖାଇବା କର୍ମ —୧. Teaching of many kinds of knowledge.
- ୨. ବହୁବାର ଶିକ୍ଷା ଦେବା କର୍ମ —୨. Teaching many a time.
- ୩. ବୁଗୁଲି —୩. Backbiting.
(ଉ—ରସିକାଙ୍କ ଶିଖାମଣି! ଘେନ ଶିଖାଶିଖି କାହୁଁ ଶୁଣି—କବିସୂର୍ଯ୍ୟ — ସଂଗୀତ)
- ୪. (ମନ୍ଦାର୍ଥ) ଅନ୍ୟକୁ କୁଶିକ୍ଷା ଦେବା — ୪. (Bad sense) Tutoring a person; giving bad advice.