Jump to content

ଶିଖିକଣ୍ଠ

ଉଇକିଅଭିଧାନ‌ରୁ

ଶିଖିକଣ୍ଠ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି (୬ଷ୍ଠୀ ତତ)

[ସମ୍ପାଦନା]
୧. (ଶିଖିନ୍+କଣ୍ଠ) ମୟୂର କଣ୍ଠ — ୧. The neck of the peacock.
୨. ଶିଖିର କଣ୍ଠର ବର୍ଣ୍ଣ ପରି କର୍ଣ୍ଣ ଯାହାର; ବହୁବ୍ରୀହି)—ତୁତିୟା —Blue vitriol; sulphate of copper.

ସଂସ୍କୃତ - ବିଣ

[ସମ୍ପାଦନା]

ମୟୂରର କଣ୍ଠ ସଦୃଶ —Resembling the neck of the peacoxck.