Jump to content

ଶିଖିଗ୍ରୀବ

ଉଇକିଅଭିଧାନ‌ରୁ

ଶିଖିଗ୍ରୀବ

ଉଚ୍ଚାରଣ

[ସମ୍ପାଦନା]
(ଶିଖିଗ୍ରୀବା—ବିଶେଷଣ - ସ୍ତ୍ରୀ) 

ସଂସ୍କୃତ - ବିଣ ପୁଂ—(ବହୁବ୍ରୀହି; ଶିଖିନ+ଗ୍ରୀବା)

[ସମ୍ପାଦନା]

ମୟୂର କଣ୍ଠ ସଦୃଶ —Resembling the neck of the peacock.

ସଂସ୍କୃତ - ବି

[ସମ୍ପାଦନା]
୧. ତୁତିଆ (ହିନ୍ଦୀ - ଶ.) — ୧. Blue vitriol.
୨. ଏକ ପ୍ରକାର ନୀଳ ରତ୍ନ— (ହିନ୍ଦୀ - ଶ.) —୨. A kind of sapphire.