Jump to content

ଶିଖିଧ୍ୱଜ

ଉଇକିଅଭିଧାନ‌ରୁ

ଶିଖିଧ୍ୱଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି

[ସମ୍ପାଦନା]
୧. (ଶିଖିନ୍+ଧ୍ୱଜ=ଚିହ୍ନ; ବହୁବ୍ରୀହି)— ଦେବ ସେନାପତି କାର୍ତ୍ତିକେୟ —God Kārttikeya.
୨. (୬ଷ୍ଠୀ ତତ୍)—ଧୂମ୍ର; ଧୂଆଁ — ୨. Smoke.

ସଂସ୍କୃତ - ବିଣ

[ସମ୍ପାଦନା]

ଯହିଁରେ ମୟୂରର ବା ଅଗ୍ନିର ଚିହ୍ନ ଅଛି —Bearing the symbol of fire or peacock.