Jump to content

ଶିଖିବ୍ରତ

ଉଇକିଅଭିଧାନ‌ରୁ

ଶିଖିବ୍ରତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି

[ସମ୍ପାଦନା]

ବ୍ରତବିଶେଷ —A sort of religious penance.

[ଦ୍ରଷ୍ଟବ୍ୟ —ଗରୁଡ଼ ପୁରାଣରେ ଅଛି ଯେ, ପ୍ରତିପଦ୍ ତିଥିରେ ଏକବାର ଭୋଜନ କରି ଏ ବ୍ରତ ଅନୁଷ୍ଠାନ କରାଯାଏ ବ୍ରତ ସମାପ୍ତ ହେଲେ କପିଳା ଧେନୁ ଦାନ କରାଯାଏ ଏ ବ୍ରତାନୁଷ୍ଠାନଙ୍କର ଅଗ୍ନି ଲୋକକୁ ଗତି ହୁଏ—ବିଶ୍ୱକୋଷ]