Jump to content

ଶିଖିଶିଖା

ଉଇକିଅଭିଧାନ‌ରୁ

ଶିଖିଶିଖା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି (୬ଷ୍ଠୀ ତତ୍; ଶିଖିନ୍+ ଶିଖା)

[ସମ୍ପାଦନା]
୧. ମୟୂରର ଶିଖା ବା ମୁଣ୍ଡରେ ଥିବା ପକ୍ଷପୁଚ୍ଛ —୧. The tuft of feathers over the head of a peacock.
୨. ଅଗ୍ନିଶିଖା; ଅଗ୍ନିର ଜଳନ୍ତା ଧାରୀ — ୨. The flame of a burning fire.

[ଉ— ଘୃତଘଟକୁ ଶିଖିଶିଖା ପାଖରେ ରଖି ଶୀରୀଷଦେହା ଏହା ସିହଲୁରେ—କବିସୂର୍ଯ୍ୟ କିଶୋରୀଚମ୍ପୂ ଘଗୀତ]