Jump to content

ଶିଖୁଆ

ଉଇକିଅଭିଧାନ‌ରୁ

ଶିଖୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ଶିଖେ[ଖୋ]ଈ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ—(ସଂସ୍କୃତ - ଶିକ୍ଷ୍ ଧାତୁ)

[ସମ୍ପାଦନା]
୧. ଯେ ଶୀଘ୍ର କୌଣସି ବିଦ୍ୟା ଶିଖି ପାରେ —୧. Apt to learn any thing in a short time.
୨. ଯେ ଲୋକଙ୍କୁ ମନ୍ଦ ପରାମର୍ଶ ଦିଏ —୨. Giving bad advice to people.

ଦେଶଜ - ବି

[ସମ୍ପାଦନା]

ଏକ ପ୍ରକାର ଖେଳ —A kind of game.