ଶିଖ ଗୁରୁ
ଶିଖ୍ ସମ୍ପ୍ରଦାୟର ଧର୍ମଗୁରୁ —The successive religious heads of the Sikhs.
[ଦର—ନାନକଙ୍କୁ ମିଶାଇ ସଂଖ୍ୟାରେ ସେମାନେ ଦଶ ଜଣ, ଯଥା—ନାନକ, ଅଙ୍ଗଦ, ଅମରଦାସ, ରାମଦାସ, ଅର୍ଜ୍ଜୁନ, ହରଗୋବିନ୍ଦ, ହରରାଓ ହରକିଷନ; ତେଗବାହାଦୂର, ଗୁରୁଗୋବିନ୍ଦ] (ବିଶ୍ୱକୋଷ)