Jump to content

ଶିଖ ଯୁଦ୍ଧ

ଉଇକିଅଭିଧାନ‌ରୁ

ଶିଖ ଯୁଦ୍ଧ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶିଖମାନଙ୍କ ଇଂରାଜଙ୍କର ୧୮୪୫: ଓ ୧୮୪୮: ସାଲରେ ଘଟିଥିବା ଯୁଦ୍ଧ (ଶିଖ ତଳେ ନୋଟ ଦେଖ) —The wars of the British with the Sikhs in ୧୮୪୫ and ୧୮୪୮ A. D. in India.