Jump to content

ଶିଙ୍ଘାଣ

ଉଇକିଅଭିଧାନ‌ରୁ

ଶିଙ୍ଘାଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି (ଶିଙ୍ଘ୍ ଧାତୁ=ଅଘ୍ରାଣ କରିବା+କର୍ମ. ଆନ)

[ସମ୍ପାଦନା]
୧. ଲୌହ ମଳ —୧. Rust of iron.
୨. ନାସାମଳ; ଶିଂଘାଣି —୨. Snot; mucus of the nose.
୩. କାଚପାତ୍ର —୩. Glass pot.
୪. ଶ୍ର୍ମଶ୍ରୁ (ହିନ୍ଦୀ - ଶ.) —୪. Beard.
୫. ସ୍ପୀତ ଅଣ୍ଡକୋଷ (ହିନ୍ଦୀ - ଶ.) —୫. Swollen testicle; hydocele.