ଶିଝୁସୋଲ୍ହେ
ଦେଖଣା
ଶିଝୁସୋଲ୍ହେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିଝୁସୋଲ୍ହେ
|
ଦେଶଜ - ବି
[ସମ୍ପାଦନା]ପୁରୁଣା ସିଝୁ ଗଛର ଛାଲ, ଯାହା ଖୁବ୍ ହାଲୁକା ଥିବାରୁ ଜାଲର ଅଗରେ ବନ୍ଧାଯାଏ ଓ ଜାଲକୁ ଗଭୀର ଜଳରେ ଭସାଇ ରଖେ —The bark of old Euphorbia tree used as floats for fishing nets.